Browsing Tag

Manas Mangaraj took the charge

ଗଣମାଧ୍ୟମ ଏବଂ ଲୋକସମ୍ପର୍କ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆଜି ବିଧିବଦ୍ଧ ଭାବେ ଗଣମାଧ୍ୟମ ଏବଂ ଲୋକସମ୍ପର୍କ ଉପଦେଷ୍ଟା ଭାବେ ଆଇଏଣ୍ଡପିଆର ବିଭାଗ ମୁଖ୍ୟ କାର୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ, ଆଇଏଣ୍ଡପିଆର ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏବଂ ଅନ୍ୟାନ…