Browsing Tag

Man throws chilli powder at Delhi CM

ସଚିବାଳୟ ଭିତରେ କେଜ୍ରିୱାଲଙ୍କୁ ଲଙ୍କାଗୁଣ୍ଡ ମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣିଥରେ ଆକ୍ରମଣ ହୋଇଛି । ସଚିବାଳୟରେ ପଶି ଅନୀଲ କୁମାର ଶର୍ମା ନାମକ ଜଣେ ବ୍ୟକ୍ତି କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ମାଡ଼ କରିଛନ୍ତି । କେଜ୍ରିୱାଲ ତୃତୀୟ ମହଲାରେ…