Browsing Tag

Malkangiri

ମାଓବାଦୀ ପରିଚୟ ଦେଇ ମାଗିଲେ ୫୦ଲକ୍ଷ ଟଙ୍କା

ଓଡିଶା ଫାଷ୍ଟ(ବ୍ୟୁରୋ): ନିଜକୁ ମାଓବାଦୀ ପରିଚୟ ଦେଇ ଗ୍ରାନାଇଟ ଖଣି ଲିଜ ଧାରୀଙ୍କୁ ମାଗିଲେ ୫୦ ଲକ୍ଷ ଟଙ୍କା । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପେଟା ଗ୍ରାମରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏଘଟଣାରେ ପୋଲିସ ୫ଜଣକୁ ଗିରଫ କରିଛି । ସୂଚନା ଅନୁଯାୟୀ, କିଛି ବ୍ୟକ୍ତି…

ପୁଅ, ଝିଅଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମାଆ, କାରଣ ଅସ୍ପଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହ କିମ୍ବା ଅଭାବ ଅନଟନ ଯୋଗୁ ମାଆଵାପା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଏ । ତା ସହିତ ନିଜ ପିଲାମାନଙ୍କୁ ମଧ୍ୟ ଅନେକ ସମୟରେ ମା ବାପା ମରଣମୁହଁକୁ ଠେଲି ଦେଉଥିବା ଦେଖିବାକୁ ମିଳେ । ମାଲକାନଗିରି ଜିଲ୍ଲା ଗୌଡଗୁଡା ଗ୍ରାମରେ…

ହସ୍ପିଟାଲରେ ନବଜାତକ ସହ ଟିକ୍‌ଟକ୍‌ ଭିଡ଼ିଓ କରିବା ମହଙ୍ଗା ପଡ଼ିଲା ୩ଜଣ ନର୍ସଙ୍କୁ, ଦେଖନ୍ତୁ ଭିଡ଼ିଓ

https://youtu.be/tm7uS-E8qrc ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମସ୍ତେ ଏବେ ଟିକ୍‌ଟକ୍‌ ମାୟାରେ ବାୟା । ପୂର୍ବରୁ ଲୋକେ ସେଲ୍‌ଫି ମାୟାରେ ପଡ଼ିଥିବା ବେଳେ ଏବେ ସମସ୍ତଙ୍କୁ ଟିକ୍‌ଟକ୍‌ ନିଶା ଘାରିଛି । ଏହା ଏକ ଏଣ୍ଟରଟେନିଂ ଆପ୍‌ ହୋଇଥିବା ବେଳେ ଅନେକେ ଏହାର ଦୂରୁପଯୋଗ କରି ନିଜ ସମେତ…

କୋମ୍ବିଂ ଅପରେଶନରୁ ଫେରିବା ବେଳେ ଲ୍ୟାଣ୍ଡମାଇନ ବ୍ଲାଷ୍ଟ , ୨ ଯବାନ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟ ହେବା ଫଳରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳରେ । ବୋଗାପଦର ପାହାଡ଼ରେ ନକ୍ସଲ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି…

ମାଲକାନଗିରିରେ ଇଭିଏମ ଅଚଳ, ମତଦାତାଙ୍କ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୪ଟି ଜିଲ୍ଲାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ସମସ୍ତ ସ୍ଥାନରେ ମତଦାତାଙ୍କ ଭିଡ ଜମିଥିବା ବେଳେ ମାଲକାନଗିରିର ଏମଭି ୧୪ରେ ଇଭିଏମ ମେସିନରେ ତ୍ରୁଟି ଦେଖା ଦେଇଥିଲା । ଇଭିଏମ ମେସିନ ତ୍ରୁଟି ଯୋଗୁଁ ଦୀର୍ଘ…