Browsing Tag

Malkangiri

କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଗସ୍ତରେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରରେ ସରକାରର ୯ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଆରମ୍ଭ କରାଯାଇଥିବା ମହାଜନସମ୍ପର୍କ ଅଭିଯାନରେ ସାମିଲ୍…

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଚିତ୍ରକୋଣ୍ଡା ଓ ସ୍ୱାଭିମାନ୍‌ ଅଞ୍ଚଳ ପରିଦର୍ଶନ

ମାଲକାନଗିରି : ସ୍ୱାଭିମାନ୍ ଅ଼ଞ୍ଚଳରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଆଜି ଚିତ୍ରକୋଣ୍ଡା ଓ ସ୍ୱାଭିମାନ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପେପରମେଟାଲରେ ପହଞ୍ଚି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ୱାଭିମାନ୍ ଅ଼ଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍…

ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି…

ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟକର୍ମୀ, ୪ ଘଣ୍ଟା ଚାଲିବା ପରେ ପହଂଚିଲେ ଗ୍ରାମରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଛି ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରାୟ ୪ ଘଣ୍ଟା ପାହାଡ଼ିଆ ରାସ୍ତା ଚାଲିବାକୁ ପଡିଥିଲା। ମାଲକାନଗିରି ଜିଲ୍ଲା ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ଅମୀୟ…

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଶିଶୁ ମୃତ, ଦୁଇ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ଜିଲ୍ଲା କଚେଲି ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଶିଶୁ ଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ଝିଅ ଓ ଜଣେ ପୁଅ । ସେମାନେ ହେଲେ ୧୩ବର୍ଷର ସୁକାନ୍ତି ପାଢ଼ୀ, ୧୨ ବର୍ଷର ସୀତାରାମ ମାଢ଼ୀ ଓ ୮ ବର୍ଷର ଅଞ୍ଜଳୀ ମାଢ଼ୀ । ଏହି ଘଟଣାରେ…

ପୁଣି ଜନନୀ ଯନ୍ତ୍ରଣା, ପାହାଡିଆ ରାସ୍ତାରେ ୨ କିଲୋମିଟର ଚାଲିଲେ ପ୍ରସୂତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲକାନଗିରି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖାଦେଇଛି। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ ୨ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଚଲାଇଚଲାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିବା ଦେଖାଯାଇଛି। ଏପରି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା…

ଗଞ୍ଜେଇ ଚାଲାଣକାରୀଙ୍କ ମାଡରେ ହୋମଗାର୍ଡ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲକାନଗିରି ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଜଣଙ୍କ ବାଲିମେଳା ଥାନାର ବନବାସୀ ମହାରଣା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟା,ଗତକାଲି ରାତିରେ କିଛି…

ସାଉଥ୍ ସୁପରଷ୍ଟାର ଚିରଞ୍ଜୀବଙ୍କ ଶୁଭଶ୍ରୀଙ୍କୁ ପ୍ରଶଂସା, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ସବଇନସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବଙ୍କ ପ୍ରଶଂସା । https://youtu.be/xg4vIp5MZGI ସୂଚନା ଅନୁଯାୟୀ, କିଛି ଦିନ ତଳେ ଡୁୃଟିରେ ଥିବା ଶୁଭଶ୍ରୀ ଜଣେ ଅସହାୟ ବୃଦ୍ଧାଙ୍କୁ ବସି ଖୁଆଇ ଦେଉଥିଲେ । ଆଉ ଏହି ଭିଡିଓ…

ପିତାଙ୍କ ଶେଷ ଦର୍ଶନ କରି ପାରିଲେନି ଡାକ୍ତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ସମୟରେ କର୍ତ୍ତବ୍ୟକୁ ପ୍ର।ଧ।ନ୍ୟ ଦେଇ ଜଣେ ଡାକ୍ତର ତାଙ୍କ ପିତାଙ୍କର ଶେଷ ଦର୍ଶନ କରିପାରିନଥିବା ଚର୍ଚ୍ଚାର ବିଷୟ ହୋଇଛି । ଏପରି ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଭାଗରେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା…

ପିଲାଙ୍କୁ ଗଣିତ ଓ ଇଂରାଜୀ ପଢ଼ାଇଲେ ମନ୍ତ୍ରୀ

ଓଡିଶା ଫାଷ୍ଟ( ବ୍ୟୁରୋ):ଗତକାଲି ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ। ସେହି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ଗଣିତ ଓ ଇଂରାଜୀ ପଢ଼ାଇଥିଲେ। ପାଠ ପଢ଼ାଇବା ସହିତ ସେ ପିଲାଙ୍କ ସହିତ…