ମହାଶିବରାତ୍ରୀ ଦିନ ବେଲପତ୍ର ଚଢ଼ାଇବା ସମୟରେ ଏହି ମନ୍ତ୍ରକୁ ଜପ କରନ୍ତୁ ପୁର୍ଣ ହେବ ସମସ୍ତ ଇଛା
ଫାଲଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଓ ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ଅନୁଷ୍ଠିତ ହୋଇଥାଏ l ଏହିଦିନ ପ୍ରାୟ ସମସ୍ତ ହିନ୍ଦୁ ବ୍ୟକ୍ତିମାନେ ନିଜର ମନସ୍କାମନା ପୁର୍ଣ କରିବା ପାଇଁ ମହାଶିବରାତ୍ରୀ ବ୍ରତ ପାଳନ କରି ଥାଆନ୍ତି l ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ମାସ ୧ତାରିଖ ଦିନ ସାରା…