Browsing Tag

mahila kamishan

ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ

ଡିମ୍ପଲ-ଡା. ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ମାମଲା । ଡା.ସୁମିତଙ୍କ ୭୮ବର୍ଷୀୟ ଜେଜେ ମାଆ ବିବାସିନୀ ସାହୁ ଉଭୟ କମିଶନଙ୍କ ନିକଟରେ ହୋଇଛନ୍ତି ଫେରାଦ । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ…