Browsing Tag

maharastra

ପାଠ ପାଇଁ ପୁଅକୁ ଜୀବନରୁ ମାରିଦେଲା ମା’

ମୁଁ ପାଠ ପଢିବିନି, ମୁଁ ଖେଳିବି, ମୋତେ ସେ କ୍ୟାମେରା ଆଗରେ ବସି ପଢିବାକୁ ଭଲଲାଗୁନି, ମୋ ମୁଣ୍ଡ ବିନ୍ଧୁଛି, ମୋତେ ତମେ ବାଧ୍ୟ କରନି..’ କିଛି ଏମିତି ଥିଲା କୁନି ପିଲାର ନିବେଦନ, ପାଠ ପଢିବାକୁ ଇଚ୍ଛା ନାହିଁ ବୋଲି ମା’ ଆଗରେ ଜିଦ୍ ଧରି ବସୁଥିଲା। କୁନି ବୟସରେ ତାକୁ ଭାରୀ ପଡିଯାଉଥିଲା…

ଖୋଲିଲା ସ୍କୁଲ, ମହାରାଷ୍ଟ୍ରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଦେଶରେ କରୋନା ମାମଲା ହ୍ରାସ ପାଇବା ଭିତରେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ପୁଣି ଖୋଲିଛି ବା ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଏହି ଭିତରେ ମହାରାଷ୍ଟ୍ରର ସୋଲାପୁରରେ ସ୍କୁଲ୍ ପୁଣି ଖୋଲାଯିବା ପରେ ୬୧୩ ଜଣ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ଯାହାକି ଏବେ…

ମହାରାଷ୍ଟ୍ରରେ ୧୫ ଦିନ ପାଇଁ ରାତ୍ରିକାଳୀନ କର୍ଫ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିଟେନରେ ନୂଆ କରୋନା ଭୂତାଣୁର ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଆସନ୍ତା ମଙ୍ଗଳବାର ଠାରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ୧୫ ଦିନ ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କର୍ଫ୍ୟୁ ରାଜ୍ୟର ସମସ୍ତ…

୨୦ ଘଣ୍ଟାପରେ ୪ ବର୍ଷର ଶିଶୁ ଉଦ୍ଧାର : ୧୨ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’। ଏହାର ଅର୍ଥ ଈଶ୍ୱର ଯାହାଙ୍କୁ ରକ୍ଷା କରିବେ ବିଶ୍ୱର କୌଣସି ଶକ୍ତି ତାଙ୍କ ଅନିଷ୍ଟ କରିପାରିବ ନାହିଁ। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ । ଗତକାଲି ସେଠାରେ ଏକ…

ମହାରାଷ୍ଟ୍ରର ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଦ କରୋନା ପଜେଟିଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରଷ୍ଟ୍ରରେ ଜଣେ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୂର୍ବରୁ ସଂଗରୋଧରେ ଥିବା ଏନସିପି ବିଧାୟକ ତଥା ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଦଙ୍କ ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ମନ୍ତ୍ରୀଙ୍କ ଷ୍ଟାଫ କରୋନା…

ଅଜିତ ପାଓ୍ୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ

ଓଡିଶା ଫାଷ୍ଟ( ବ୍ୟୁରୋ) ମହାରାଷ୍ଟ୍ରରେ ଉଦ୍ଧବଙ୍କ କ୍ୟାବିନେଟର ବିସ୍ତାର ହୋଇଛି। ଏନସିପିର ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି କଂଗ୍ରେସ ନେତା ଅଶୋକ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତିନି ଦଳରୁ 36 ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ…

ଭାଙ୍ଗୁଛି ଶିବସେନl, ବିଜେପିରେ ଯୋଗ ଦେଲେ ୪୦୦ ଶିବସୈନିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ନ ପୁରୁଣୁ ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି । ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ କରିଛନ୍ତି । ପ୍ରଥମ ଦିନରୁ ହିଁ…

ଶିବାଜୀଙ୍କ ଗଡ ପୁନଃଉଦ୍ଧାର ପାଇଁ ୨୦ କୋଟି ଟଙ୍କା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମହା ଡ୍ରାମାର ଅନ୍ତ ଘଟିଛି । ଗତକାଲି ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଗୁରୁବାର ରାତିରେ ନିଜ କ୍ୟାବିନେଟର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଶିବାଜୀଙ୍କ ରାଜଧାନୀ ରାୟଗଡର…

କାନ୍ଥ ଭୁଶୁଡ଼ି ୧୫ ଜଣ ମୃତ, ଅନେକ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାନ୍ଥ ଭୁଶୁଡ଼ି ୧୫ ଜଣ ମୃତ । ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ର ପୁଣେର କୋଣ୍ଡଓ୍ୱାରେ ଘଟିଛି । ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ, ୨ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି । ଆହତଙ୍କ ଉଦ୍ଧାର କାର୍ଯ୍ୟ ଅଗ୍ନିଶମ ଓ ଏନ୍‌ଡିଆରଏଫ୍ ଟିମ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ,…

ସରକାରଙ୍କ ଅବହେଳା, ଅାଜାଦ ମଇଦାନରେ ଗର୍ଜିଲେ ୩୦ହଜାର ଚାଷୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରରେ ମୁଣ୍ଡ ଟେକିଛି ଚାଷୀ ଅାନ୍ଦୋଳନ । ଚାଷୀଙ୍କ ପ୍ରତି ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଅାଣିଛନ୍ତି ଚାଷୀ ସଂଗଠନ । ଦୁଇ ଦିନିଅା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଚାଷୀମାନେ ଅାଜି ମୁମ୍ବାଇର ଅାଜାଦ ମଇଦାନରେ ପହଞ୍ଚି ସରକାରଙ୍କ…