ଜଳିଗଲା ଯାତ୍ରୀବାହୀ ବସ; ୨୬ ଯାତ୍ରୀ ଜୀବନ୍ତ ଦଗ୍ଧ
ବିଳମ୍ବିତ ରାତିରେ ଅଘଟଣ। ଜଳିଗଲା ଯାତ୍ରୀବାହୀ ବସ। ପୋଡ଼ି ହୋଇଗଲେ ୨୬ ଯାତ୍ରୀ। ବିଳମ୍ବିତ ରାତିରେ ଏଭଳି ଏକ ଅଘଟଣ ଘଟିଛି। ମହାରାଷ୍ଚ୍ରର ବୁଲଧନରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସଟି ୟଭଟମଲରୁ ପୁଣେ ଆସୁଥିବା ବେଳେ ସମୃଦ୍ଧି ମହାମାର୍ଗରେ ଅଗ୍ନିକାଣ୍ଡର ଶିକାର ହୋଇଛି। ରାତି…