Browsing Tag

Maharashtra: 10 dead in bus accident on Nashik-Shirdi highway

ଶିରିଡି ଯାତ୍ରା ଅଧାରେ ରହିଲା, ସଡକ ଦୁର୍ଘଟଣାରେ ଚାଲିଗଲା ୧୦ଜଣଙ୍କ ଜୀବନ, ୧୫ ଗୁରୁତର

ମହାରାଷ୍ଟ୍ରର ନାସିକ ସିନ୍ନର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୩୫ରୁ ୪୦ ଜଣ ଯାତ୍ରୀ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ସକାଳ ୬ଟା ବେଳେ ଏହି ଦୁର୍ଘଟଣା…