Browsing Tag

Maharashtra

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୈାଶିୟାରୀ ତାଙ୍କୁ ଶପଥପାଠ କରାଇଛନ୍ତି । ଫଳରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଭାରତୀୟ ଜନତା ପାର୍ଟି ନେତା…

୩୦ରୁ ପୁଣି ଅନଶନରେ ବସିବେ ଆନ୍ନା ହଜାରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୩୦ତାରିଖରୁ ଅନଶନରେ ବସିବେ ସାମାଜିକ କର୍ମୀ ଆନ୍ନା ହଜାରେ । ଏ ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ରରେ ଲୋକପାଳ ନିଯୁକ୍ତି ଦାବିରେ ସେ ପୁଣି ଅନଶନ ଆରମ୍ଭ କରିବେ ବୋଲି ଧମକ ଦେଇଛନ୍ତି। ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ ୨୦୧୩ ଅନୁଯାୟୀ…

କପଡ଼ା ଇଣ୍ଡଷ୍ଟ୍ରିରେ ଅଘଟଣ, ପାଟିରେ ଏୟାର ପାଇପ୍‌ ପୂରାଇ ଶ୍ରମିକ ଗୁରୁତର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଖେଳ ହେଲା କାଳ। ପାଟିରେ ଏୟାର ପାଇପ୍‌ ପୂରାଇ ପବନ ଯନ୍ତ୍ର ଚାଳନା ପରେ ଜଣେ ଶ୍ରମିକଙ୍କ ପେଟ ଫାଟି ଯାଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଏକ କପଡ଼ା ଇଣ୍ଡଷ୍ଟ୍ରିରେ ଘଟିଛି । ଗୁରୁତର ଶ୍ରମିକ ଜଣକ ହେଲେ କେନ୍ଦ୍ରାପଡା…

ପାଣିପାଗ ବିଭାଗ ନାଁରେ ଥାନାରେ ଏତଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁଲ ପୂର୍ବାନୁମାନ କରୁଥିବାରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ବିରୋଧରେ ଥାନାରେ ଏତଲା ଦିଆଯାଇଛି । ମହାରାଷ୍ଟ୍ରର ମରାଠୱାଡ଼ାସ୍ଥିତ ଏକ ଗ୍ରାମର ଚାଷୀମାନେ ପରଭନୀ ଗ୍ରାମୀଣ ଥାନାରେ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ମୁତାବକ, କୀଟ ନାଶକ କମ୍ପାନୀ ଓ…

ଅକ୍ଟୋବର ୨ ରୁ ଅନଶନରେ ବସିବେ ଆନ୍ନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜେସବୀ ଆନ୍ନା ହାଜାରେ ଅନଶନକୁ ଓହ୍ଲାଇବେ। କେନ୍ଦ୍ର ସରକାର ଙ୍କ ଲୋକପାଳ ନିଯୁକ୍ତି ରେ ହେଉଥିବା ବିଳମ୍ବ କୁ ପ୍ରତିବାଦ କରି ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ସେ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁସିଦ୍ଧିରୁ ଅନଶନ ଆରମ୍ଭ କରିବେ ବୋଲି ମତବ୍ୟକ୍ତ…