ଉମେଶ ପାଲ ଅପହରଣ ମାମଲା, ମାଫିଆ ଅତିଫ ଅହମଦଙ୍କୁ ଆଜୀବନ କାରାଦଣ୍ଡ
ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିଫ ଅହମଦଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅତିକ ଅହମଦ, ସୌକତ ହନିଫ, ଦିନେଶ ପାସୀକୁ ଜିଲ୍ଲା ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅତିକଙ୍କ ଭାଇକୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଆଇପିସି ଧାରା ୩୬୪ ଏ ଅଧିନରେ ଦୋଷୀ ସାବ୍ୟସ୍ତ…