ମଧ୍ୟାହ୍ନ ଭୋଜନ ଅନ୍ ଲାଇନ ତଦାରଖରେ ଅବହେଳା: ୬ ରାଜ୍ୟକୁ ଆର୍ଥିକ ଦଣ୍ଡାଦେଶ
ଓଡିଶାଫାଷ୍ଟ (ବ୍ୟୁରୋ)- ମଧ୍ୟାହ୍ନଭୋଜନ ଗାଇଡଲାଇନ୍ସ ଉଲ୍ଲଂଘନ ପାଇଁ ଓଡିଶା ସମେତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ମେଘାଳୟ, ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ଉପରେ ଏହି ଜରିମାନା ଲାଗୁ କରାଯାଇଛି। ସବୁ…