ମହଙ୍ଗା ପଡିଲା ଲୋକ ବିରୋଧୀ କାର୍ଯ୍ୟ : ବିଜେପିକୁ ଯିବା ନେଇ ଚର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଲୋକ ବିରୋଧୀ କାର୍ଯ୍ୟ ମହଙ୍ଗା ପଡିଛି। ଫଳସ୍ୱରୂପ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି । ଲୋକ ବିରୋଧୀ କାର୍ଯ୍ୟ ପାଇଁ ଦଳ…