ଆପଣଙ୍କ ପ୍ରେମ-ସମ୍ପର୍କକୁ ଖରାପ କରେ ଏହି ୬ଟି ଅଭ୍ୟାସ
ପ୍ରେମ ଏବଂ ରୋମାଞ୍ଚ କେବଳ ଏକାଠି ବୁଲିଲେ ,ଉପହାର ଦେଲେ କିମ୍ବା ସପିଙ୍ଗ୍ କରିବାରେ ସୀମିତ ନୁହେଁ। ପ୍ରେମର ଅର୍ଥ ପରସ୍ପରକୁ ବୁଝିବା, ଖୁସିରେ ରହିବା,ଭଲ ସମୟ ଏକାଠି କଟାଇବା। କିନ୍ତୁ କିଛି କଥା ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ
୧. ସ୍ବପ୍ନର…