କିଶୋର ବୟସର ଭୁଲରେ ବର୍ବାଦ ହୋଇଗଲା ଭବିଷ୍ୟତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମ ଶାଶ୍ୱତ। ପ୍ରେମ ରେ ସବୁକିଛି ବାଧା ବିଘ୍ନ ତୁଚ୍ଛ ମନେହୁଏ ପ୍ରେମୀ ଯୁଗଳ ଙ୍କୁ। କିନ୍ତୁ ଯେତେବେଳେ ଅବିଶ୍ୱାସ ର ମଞ୍ଜି ଅଙ୍କୁରିତ ହେବା ଆରମ୍ଭ ହୁଏ ସେ ସବୁକିଛି ଛାର ଖାର କରିଦିଏ। କିଶୋର ବୟସରେ ଭୁଲ ଠିକ ବିଚାର କରିବା ସମ୍ଭବପର ନୁହେଁ। କାହିଁକି ନା ଏହି…