ପୁଣି ରିମାଣ୍ଡରେ ଆସିବ ରସିକ ପ୍ରେମିକ ସତ୍ୟଜିତ
ଭୁବନେଶ୍ବର: ଠକ ସତ୍ୟଜିତ ପାଇଁ ରାଜ୍ୟ ବାହାରକୁ ଯିବ ପୁଲିସ। ରସିକନାଗର ସିଣ୍ଡିକେଟରେ ରହସ୍ୟମୟୀ ମହିଳାଙ୍କର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇବା ପରେ ପୁଲିସକୁ ମହିଳାଙ୍କ ଭୂମିକା ସନ୍ଦେହ ବଢ଼ାଉଛି। ସତ୍ୟଜିତ ଏବଂ ରହସ୍ୟମୟୀ ମହିଳା ଭିତରେ ଟଙ୍କା ନେଣଦେଣକୁ ନେଇ ପୁଲିସକୁ ବଡ଼…