Browsing Tag

Lover

ଜିଆରପିର ଫୋନ୍ ଟ୍ରେସ୍ : ପୁରୁଷ ବନ୍ଧୁଙ୍କ ସହ ପଶ୍ଚିମବଙ୍ଗରେ ସ୍ୱିଟି!

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି ଏବଂ ଫୋନ୍ ଟ୍ରେସ୍ କରି ବର୍ତ୍ତମାନ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ସିସିଟିଭି ଫୁଟେଜ୍ ରେ ପୁରୁଷ ବନ୍ଧୁଙ୍କ ସହ ନଜର ଆସିଲେ ନିଖୋଜ ଥିବା ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା…

ବିବାହ କରିବାକୁ ରାଜି, ତାଙ୍କ ପରିବାର ଏତେ ବ୍ୟସ୍ତ କାହିଁକି? : ବିଜୟ ଶଙ୍କର

ଜଗତସିଂହପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିନକୁ ଦିନ ବିଧାୟକ ଭାବେ କମ୍ ବିବାହକୁ ନେଇ ଚର୍ଚ୍ଚିତ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ । ପ୍ରେମିକା ସୋମାଲିକା ଦାଶଙ୍କ ଥାନାରେ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କଥା କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ।…

ପ୍ରତାରଣା : ପ୍ରେମିକ ବିଧାୟକଙ୍କ ନାଁରେ ପ୍ରେମିକାର ଏତଲା

ଜଗତସିଂହପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜଗତସିଂହପୁର ସଦର ଥାନାରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏତଲା ଦିଆଯାଇଛି। ପ୍ରେମିକା ସୋମାଲିକା ଏତଲା ଦେଇଛନ୍ତି । ଶୁକ୍ରବାର ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ବିବାହ କରିବାକୁ କହି ବିଧାୟକ ଆସି ନଥିବା ସୋମାଲିକା ଅଭିଯୋଗ କରିଥିଲେ ।…

ବାହା ହେବାକୁ କହି ଆସିଲେନି ବିଧାୟକ ବର

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନିଜ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ । ପ୍ରେମିକା ସୋମାଲିକାଙ୍କ ସହ ଶୁକ୍ରବାର ଥିଲା ରେଜେଷ୍ଟ୍ରି ବିବାହ ତାରିଖ।…