ପ୍ରେମ ପରେ ପ୍ରତାରଣା; ଥାନାର ଦ୍ୱାରସ୍ତ ହେଲେ ସ୍ୱାମୀ
ଓଡ଼ିଶାଫାଷ୍ଟ (ବ୍ୟୁରୋ):ପ୍ରେମ ବିବାହ କରି ପ୍ରତାରଣାର ଶିକାର ହୋଇଛନ୍ତି କଟକର ଜଣେ ଯୁବକ । ଏଭଳି ଅଭିଯୋଗ ଆସିଛି କଟକର ମର୍କତ ନଗର ଅଂଚଳରୁ। ସମ୍ପୃକ୍ତ ଯୁବକ ଜଣକ ମୋହିତ ଶର୍ମା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, କଟକର ସିଡିଏ ସେକ୍ଟରରେ ପରିବାର ସହିତ ରହୁଥିବା ମୋହିତ ନଭେମ୍ବର…