Browsing Tag

Lord Lingaraj

ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ : ପ୍ରଭୁ ଲିଙ୍ଗରାଜଙ୍କ ହେଲାନି ମଙ୍ଗନ

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତକାଲି ହୋଇପାରିଲାନି ମଙ୍ଗନ। ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଥିଲା। ମଙ୍ଗନ ହୋଇନଥିବାରୁ ଶିବ ବିବାହ ହେବା ନେଇ ଆଶଙ୍କା ଦେଖାଦେଇଛି। ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ସହିତ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ…