Browsing Tag

Lord Jagarnnath

ଆଜି ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଧାଡ଼ି ପହଣ୍ଡିରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସ୍ନାନ ବେଦିକୁ ଅଣାଯାଇଥିଲା । ବିଭିନ୍ନ ରୀତିନୀତି ପରେ ୧୦୮ ଗରା…

ନବକଳେବର ର ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେବନାହିଁ

ଓଡିଶା ଫାଷ୍ଟ(ବ୍ୟୁରୋ): ନବକଳେବର ଘଟଣା ବେଳେ ଘଟିଥିବା ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟିରେ ନୀତିଗତ ଭାବରେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି । ଯଦି କେହି…

ସୁବର୍ଣ୍ଣ ରେ ସୁସଜ୍ଜିତ ହେଲେ ଶ୍ରୀଜିଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନାବେଶ ରେ ଝଟକିଲେ ରଥାରୁଢ଼ ତିନିଠାକୁର । ବିଭିନ୍ନ ସୁନା ଅଳଙ୍କାର ରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜିଉ । ସଂଧ୍ୟା ୫:୩୦ ସୁଦ୍ଧା ସୁନାର କିରୀଟ, କାନ, ବାହାଡ଼ାମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା,…

ଭାଇ ଭଉଣୀ କୁ ସାଙ୍ଗରେ ନେଇ ବଡ଼ଦେଉଳ କୁ ବାହୁଡ଼ିଲେ ଜଗତର ନାଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମବେଦି ରୁ ଲୀଳାଖେଳା ସାରି ଆଜି ରତ୍ନବେଦିକୁ କୁ ଫେରୁଛନ୍ତି ଜଗତର ନାଥ ଜଗନ୍ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ-ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଥିଲେ ମଧ୍ୟ ଏହାର…

ଏଥର ମହାପ୍ରଭୁଙ୍କ ବାହୁଡା ହେବ ଚନ୍ଦନଯାତ୍ରା, ରଥ ରେ ନୁହେଁ ମହାପ୍ରଭୁ ଆସିବେ ବୋଟ ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମାତ୍ର ଏଥର ମହାପ୍ରଭୁ ବହୁଡିବେ ରଥରେ ନୁହେଁ ବୋଟ ରେ । ଗତକାଲିଠାରୁ ହେଉଥିବା ଲଗାଣ ବର୍ଷାରେ ପୁରୀ ବଡ଼ଦାଣ୍ଡରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଲେଖାଏଁ ପାଣି । ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆହୁରି ୪୮ଘଣ୍ଟା…

ଶ୍ରୀମନ୍ଦିର ରେ ବନ୍ଦ ହେବ ବଂଶାନୁକ୍ରମିକ ସେବାୟତ ପରମ୍ପରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀମନ୍ଦିର ସଂସ୍କାରରେ ପରିବର୍ତ୍ତନ ନେଇ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। କାହିଁ କେତେ ବର୍ଷରୁ ଚାଲି ଆସିଥିବା ବଂଶାନୁକ୍ରମିକ ସେବାୟତ ପରମ୍ପରାକୁ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିସ କରିଥିଲେ ପୁରୀ…