Browsing Tag

lord Jagannath

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବ କାଳିଆ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜ୍ୱରରୁ ସୁସ୍ଥ ହେବା ପରେ ଶ୍ରୀଜିଉ ଆସନ୍ତା ବୁଧବାର ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବ । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଅପେକ୍ଷା ନୀତି ନିର୍ଘଣ୍ଟ ମୁତାବକ ଭୋର ୬ଟାରୁ ଚକା ଅପସର ହେବ । ଏହା ପରେ ମଙ୍ଗଳାଳତି, ବଢ଼ି ମଇଲମ, ଅବକାଶ, ଦଶ ଅବତାର ଦିଅଁଙ୍କ…

୧୪ଘଣ୍ଟା ଓପାସରେ ରହିଲେ ଜଗନ୍ନାଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓପାସରେ ରହିଲେ ଜଗନ୍ନାଥ । ପୋଲିସ ଓ ସେବାୟତଙ୍କ ବିବାଦ ଯୋଗୁଁ ଶ୍ରୀମନ୍ଦିର ଦୁଆର ହେଲା ବନ୍ଦ । କାଳିଆ ଦର୍ଶନ ଅପେକ୍ଷାରେ ହନ୍ତସନ୍ତ ହେଲେ ଶ୍ରଦ୍ଧାଳୁ । ଅଧରାତି ପର୍ଯ୍ୟନ୍ତ କଲେ ଦର୍ଶନ । ସୂଚନା ଅନୁଯାୟୀ, ପୁରୁଣା ବର୍ଷ କୁ ବିଦାୟ ଦେବା ସହ ଜଗନ୍ନାଥ ଙ୍କ…

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ : ଜବାବ ଦାଖଲ କଲେ ଆଉ ୫ ସେବକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆଉ ୫ ସେବକ ଜବାବ ଦାଖଲ କରିଛନ୍ତି । କାଶୀନାଥ ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ରଙ୍କ ସମେତ ୫ ସେବକ ଜବାବ ଦାଖଲ କରିଥିବା ବେଳେ ଜଣେ ଦଇତାପତି ଅସୁସ୍ଥତା କାରଣରୁ ପୁରୀ ବାହାରେ ଥିବାରୁ ଏଥିପାଇଁ ସମୟ…

ବ୍ରହ୍ମ ବିଭ୍ରାଟର ମୁଖ୍ୟଙ୍କ ମୁଖା ଖୋଲିଲା

ଫଟୋ: ସୌଜନ୍ୟ ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବାଦ ବିବାଦ ପରେ ସମଗ୍ର ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିଥିବା ନବକଳେବର ବ୍ରହ୍ମ ବିଭ୍ରାଟ ଉପରୁ ଶେଷରେ ପରଦା ହଟିଛି । ବ୍ରହ୍ମ ବିଭ୍ରାଟର ମୁଖ୍ୟ ଅଭିଯୁକ୍ତ ଭାବେ ଦଇତାପତି ନିଯୋଗ ସଂପାଦକ…

ତାଳଧ୍ୱଜ , ଦର୍ପଦଳନ ଓ ନନ୍ଦିଘୋଷ ରଥ ପହଞ୍ଚିଲା ଗୁଣ୍ଡିଚା ମନ୍ଦିରରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭକ୍ତ ଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ତିନି ଠାକୁର ଶ୍ରୀମନ୍ଦିର ରୁ ବାହାରିଛନ୍ତି ମାଉସୀ ମା' ଙ୍କ ଘରକୁ। ତିନି ଠାକୁର ଙ୍କୁ ଦେଖିବା ପାଇଁ ବଡ ଦାଣ୍ଡରେ ୧୦ ଲକ୍ଷ ରୁ ଅଧିକ ଭକ୍ତଙ୍କର ସମାଗମ ହୋଇଛି। ସୁରୁଖୁରୁରେ ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ…