Browsing Tag

Loot near mall

ମଲ୍ ନିକଟରେ ଲୁଟ, ଯୁବତୀ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି । ଅପରାଧୀ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । କେତେବେଳେ ବିଚ ରାସ୍ତାରେ ହତ୍ୟା କରୁଛନ୍ତି ତ କେତେବେଳେ ଲୋକଙ୍କ ଠାରୁ କରୁଛନ୍ତି ଲୁଟ । ଏଭଳି ଏକ ଲୁଟ ଘଟିଛି ରସୁଲଗଡ଼ ସ୍ଥିତ…