ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟି
କେନ୍ଦୁଝର: ଆଜି କେନ୍ଦୁଝର ସଦର ଥାନା ପଦ୍ମପୁର ସ୍ଥିତ ପେଟ୍ରୋଲ ପମ୍ପରୁ ୬ଜଣ ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ଦୁର୍ବୃତ୍ତ ମାନେ ପେଟ୍ରୋଲ ପମ୍ପକୁ ଆସିବା ସହ ପେଟ୍ରୋଲ ପକାଇବାର ବାହାନାରେ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଲୁଟ କରିଥିଲେ ।
ଲୁଟ୍ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ…