Browsing Tag

loot

ପୋଲିସଙ୍କ ଘରୁ ଲୁଟିଲେ ଦୁର୍ବୃତ୍ତ; ଥାନାରେ ଏତଲା

ମାହାଙ୍ଗା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୋଲିସ ଏଏସଆଇ ସୁଧାଂଶୁ ସାମଲଙ୍କ ଘରୁ ଲୁଟ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ସୁଧାଂଶୁ ଅନୁଗୋଳ ପୋଲିସ ଟ୍ରେନିଂ ସେଣ୍ଟରରେ ଟ୍ରେନର ଅଛନ୍ତି । ସେହିପରି ତାଙ୍କ ପତ୍ନୀ ଅନୁଗୋଳ ଏସପି ଅଫିସରେ କ୍ଲର୍କ ଭାବେ କାର୍ଯ୍ୟ…

ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କଠୁ ଲୁଟ୍, ଅଭିଯୁକ୍ତକୁ ୨ ବର୍ଷ ଜେଲ୍

ରାୟଗଡ଼ା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ପାଖରୁ ୯୭ ହଜାର ଟଙ୍କା ଲୁଟ୍ ମାମଲା। ଏହି ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ମହିଳା କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ଶର୍ମା ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଗଞ୍ଜାମର ଆଲୁ…

୯୭ ଲକ୍ଷ ହଡପ ମାମଲା : ଟଙ୍କାରେ କରୁଥିଲେ ମଉଜ ମସ୍ତି

ଭୁବନେଶ୍ୱର : କଲେଜ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ହଡ୍ପ କରି ଲେଡି ଆକାଉଣ୍ଟାଣ୍ଟ ପାୟଲ ଓ ବୟଫ୍ରେଣ୍ଡ ବିକାଶ କରୁଥିଲେ ମଉଜ ମସ୍ତି । କାଶ୍ମୀର, ସୀମ୍ଲା , ଜୟପୁର ଆଦି ବିଭିନ୍ନ ସ୍ଥାନକୁ ଯାଇ ବୁଲିଥିଲେ । ବିଳାସ ପୂର୍ଣ୍ଣ ହୋଟେଲେରେ ରହୁଥିଲେ । ଉଭୟଙ୍କର ବ୍ୟାଙ୍କ୍ ଆକାଉଣ୍ଟର ଯାଞ୍ଚ ଚାଲିଛି…

ଘରେ ପସି ୧୫ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ

ଜଗତସିଂହପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାତି ଅଧିକା ଘରେ ପ୍ରବଶେ କରି ଲୁଟିଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଛାତ ଉପର ସିଡ଼ି କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୧୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ଆସିଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ…

ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟି

କେନ୍ଦୁଝର: ଆଜି କେନ୍ଦୁଝର ସଦର ଥାନା ପଦ୍ମପୁର ସ୍ଥିତ ପେଟ୍ରୋଲ ପମ୍ପରୁ ୬ଜଣ ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ଦୁର୍ବୃତ୍ତ ମାନେ ପେଟ୍ରୋଲ ପମ୍ପକୁ ଆସିବା ସହ ପେଟ୍ରୋଲ ପକାଇବାର ବାହାନାରେ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଲୁଟ କରିଥିଲେ । ଲୁଟ୍ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ…