Browsing Tag

loksabha

ଆଜି ଆସିବ ଲୋକସଭା ଓ ବିଧାନସଭା ଉପନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଆସିବ ଲୋକସଭା ଓ ବିଧାନସଭା ଉପନିର୍ବାଚନର ଫଳାଫଳ । ଦେଶର ୬ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଆସିବ। ଜୁନ୍ ୨୩ ତାରିଖରେ ତିନି ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍…

ଉପନିର୍ବାଚନ: ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ଦେଶର ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଏହା ଜାରି ରହିବ । ଏହି ସବୁ ଆସନର ଭୋଟଗଣତି ଓ ଫଳାଫଳ ଆସନ୍ତା ୨୬ ତାରିଖରେ…

ଯୁବପିଢି ପିଟିବା ଆଗରୁ ସୂର୍ଯ୍ୟନମସ୍କାର କରି ପିଠି ଟାଣ କରିନେବି- ମୋଦୀ

ଓଡିଶା ପାଷ୍ଟ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପଢ଼ିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ‘ଯୁବପିଢ଼ି ମୋଦୀଙ୍କୁ ଠେଙ୍ଗାରେ ପିଟିବେ’ ବୋଲି ରାହୁଲଙ୍କ ଏକ ମନ୍ତବ୍ୟର ଉତ୍ତର ଦେବାକୁ…

ଓମ୍‌ ବିର୍ଲା ୧୭ତମ ଲୋକସଭା ବାଚସ୍ପତି ନିର୍ବାଚିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନ କୋଟା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି । ବୁଧବାର ବାଚସ୍ପତି ଭାବେ ତାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ । ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂ ସମର୍ଥନ କରିଥିଲେ ।…

ଉଭୟ ଗୃହରେ ସାଧାରଣ ବର୍ଗଙ୍କ ୧୦ ପ୍ରତିଶତ   ସଂରକ୍ଷଣ ବିଲ ପାସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ବର୍ଗର ଗରିବଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି କେନ୍ଦ୍ର ସରକାର ଆଣିଥିବା ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍‌ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ୍ ହୋଇଛି । ମଙ୍ଗଳବାର ଉକ୍ତ ବିଲ୍‌ ଲୋକ ସଭାରେ ୩୨୩-୩ ଭୋଟରେ ଗୃହୀତ…

You cannot copy content of this page