Browsing Tag

lokdown

ପ୍ରବାସୀ ଓଡ଼ିଆଙ୍କ ଡାହାଣ ହାତରେ ଲାଗିବ ଅଲିଭା କାଳି ଷ୍ଟାମ୍ପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଜିକରଣ କରିବା ନିହାତି ଜରୁରୀ। ସେମାନେ ଯେକୌଣସି ଯାନବାହନ କିମ୍ବା ଚାଲି ଚାଲି ଆସୁଥିଲେ ମଧ୍ୟ ତା’ ପୂର୍ବରୁ କିନ୍ତୁ ୱେବ୍‌ସାଇଟରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ। ଏହାଛଡ଼ା ଓଡ଼ିଶା ସୀମା ଅତିକ୍ରମ କରିବା…

ଘରୋଇ ହିଂସାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ୱାଟସଅପ୍ ନମ୍ବର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏବେ ଲକଡାଉନ୍ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୋଲିସ ପ୍ରଶାସନଠୁ ଆରମ୍ଭ କରି ମହିଳା ଓ ଶିଶୁବିକାଶ ବିଭାଗ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଗତକାଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ…

୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ପଢ଼ନ୍ତୁ କୋହଳ ହେଲା କେଉଁ ସବୁ କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୪ ଏପ୍ରିଲ କୁ ସାରା ଦେଶରେ ଶେଷହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଲକ୍‌ଡାଉନ୍‌ କଟକଣା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହେବ। ଏହା…

ଏଭଳି ବିପଦ ସମୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କ ସହ ଛିଡା ହୋଇଛି – ମୋଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । କରୋନାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ପଦକ୍ଷେପ ଗ୍ରହଣ…

ତେଲେଙ୍ଗାନାରେ ଫସି ରହିଛନ୍ତି ବାଲେଶ୍ୱର ଜିଲ୍ଲାର ୫୦ , ଉଦ୍ଧାର ପାଇଁ ନିବେଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଇ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡି ଜିଲ୍ଲା ନରସିଂହ ଥାନା ଅଞ୍ଚଳରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଓ ବସ୍ତା ଅଞ୍ଚଳର ୫୦ ଜଣ ଦିନ ମଜୁରିଆ ଅଟକି ରହିଥିବା ଜଣାପଡିଛି। ସେଥିରୁ ୧୦ ଜଣ ମହିଳା ଓ କୁନି ପିଲା ଥିବା…

ସାମାଜିକ ଦୂରତା ପାଇଁ ୟୁନିଟ-୧ ହାଟ ରାଜମହଲକୁ ସ୍ଥାନାନ୍ତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ଭୁବନେଶ୍ୱର ୧ନମ୍ବର ହାଟ ରାଜମହଲ କୁ ସ୍ଥାନାନ୍ତର ହୋଇଛି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁନେଶ୍ୱର ସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ…

୨୧ ଦିନ ଯାଏ ଦେଶରେ ଲକ ଡାଉନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭାଇରସକୁ ଦୃଷ୍ଟିରେ ରଖି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ମଙ୍ଗଳବାର ରାତି ୧୨ଟାରୁ ସମଗ୍ର ଦେଶରେ ଲକ ଡାଉନ ହେବ। ଏହି ଲକ ଡାଉନ ୨୧ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହାର ନାଁ ଲକ ଡାଉନ ରହିଥିଲେ ହେଁ କର୍ଫ୍ୟୁ ଭଳି ଲୋକମାନଙ୍କୁ…