Browsing Tag

lokasabha

ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍

ଲୋକସଭାରେ ପାରିତ ହେଲା କୃଷି ଆଇନ୍‌ ଉଚ୍ଛେଦ ବିଲ୍‌ । ବିରୋଧୀଙ୍କ ହଟ୍ଟଗୋଳରେ ପାରିତ ହେଲା ଏହି ୩ଟି ବିବାଦୀ କୃଷି ଆଇନ୍‌ ଉଚ୍ଛେଦ ବିଲ୍‌ । ଅଧିବେଶନର ପ୍ରଥମ ଦିନରେ ବିଲ୍‌ ଆଣିବାକୁ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଖବର ଅନୁଯାୟୀ, ସୋମବାର ଠାରୁ ସଂସଦର ଶୀତକାଳୀନ…