Browsing Tag

Lockdown increased upto May 3rd

ମେ ୩ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ: ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ ଡାଉନ ଅବଧି ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି । ମେ ୩ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ । ଏନେଇ ସରକାରଙ୍କ ତରଫରୁ ଗାଇଡ଼ ଲାଇନ ଜାରି କରାଯିବ । ଆଜି ସକାଳ ୧୦ଟାରେ ସମଗ୍ର ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ କି, ଲକ ଡାଉନ ପାଇଁ ଆପଣମାନେ ଅନେକ କଷ୍ଟ ସହି…