ଆସନ୍ତାକାଲିଠାରୁ ଆରମ୍ଭ ହେବ ୪.୦ ଲକ୍ ଡାଉନ୍, ତେବେ କ’ଣ ରହିଛି ଗାଇଡ୍ ଲାଇନ୍ ଜାଣନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲିଠାରୁ ଏହି ୪.୦ ଲକଡାଉନ୍ ଲାଗୁ ହୋଇଛି। ଏବେ ଏହି ଲକଡାଉନ୍ ବେଳେ ଏହି ସବୁ ନିୟମ ପାଳନ ହେବ। ଏ ନେଇ ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି।
ଗାଇଡ୍ ଲାଇନ୍ ଗୁଡିକ ହେଲା:…