Browsing Tag

lockdown

ନୂଆବର୍ଷରେ ଆସିପାରେ ନୂଆ ଗାଇଡ୍ ଲାଇନ୍

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ଏମିତିରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବାର ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ତେବେ ଏ ନେଇ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର…

ଓମିକ୍ରନ୍ ରୋକିବାକୁ ପୁଣି ଫେରିପାରେ ସାରା ଦେଶରେ ଲକଡାଉନ !

କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍, ପୁଣି ଥରେ ଲୋକଙ୍କୁ ଗଭିର ଚିନ୍ତାରେ ପକାଇଛି । ନୂତନ ଭାରିଆଣ୍ଟର ଗତି ପୂର୍ବ ଡେଲଟା ଭାରିଆଣ୍ଟ ଅପେକ୍ଷା ତିନି ଗୁଣ ଅଧିକ ବୋଲି କୁହାଯାଏ । ଏପରି ପରିସ୍ଥିତିରେ, ଦ୍ରୁତଗାମୀରେ ବଢୁଥିବା ଭାଇରସ୍ ବେଗରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ହେଉଛି…

ରାଜ୍ୟର ସମସ୍ତ ଜିଲ୍ଲାରେ ୧୬ ଜୁଲାଇ ଯାଏଁ ବଢ଼ିଲା ଲକ୍‌ଡାଉନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡ଼ାଉନ। ମୁଖ୍ୟ ଶାସନ ସଚିବ ସୁରେସ ମହାପାତ୍ରଙ୍କ ପ୍ରେସ୍‌ ମିଟରେ ଆଜି ଏହି ଘୋଷଣା କରିଛନ୍ତି। ୧୬ ଜୁଲାଇ ସକାଳ ୬ ଯାଏଁ ରାଜ୍ୟରେ ଆଂସିକ ଲକ୍‌ଡ଼ାଉନ । କାଟାଗୋରୀ ଏ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି ରେ ୧୦ ଜିଲ୍ଲା ରହିଛି। ତେବେ…

ରାଜ୍ୟରେ ଜୁନ ୧୭ ଯାଏଁ ବଢିଲା ଲକ୍‌ଡାଉନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢ଼ିଲା ଲକଡାଉନ। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧି ଜୁନ ୧୭ ସକାଳ ୫ଟା ଯାଏଁ ବଢାଯାଇଛି। ଏଥିସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି…

ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଜିଲ୍ଲା, ରାଉରକେଲା ମହାନଗର ନିଗମ ଲକ୍‌ ଡାଉନ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୀବ୍ର ଗତିରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ।…

ଜୁନ୍‌ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଲକ୍‌ଡାଉନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବ୍ରିଜେଶ କୁମାର ରାଏ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ…

ଚାଲିଚାଲି ଘରକୁ ଯିବା ରାସ୍ତାରେ ପ୍ରସବ କଲେ ମହିଳା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ ଡାଉନ ଯୋଗୁ ଲୋକେ କାମ ନପିବାରୁ ନିଜ ଘରକୁ ଚାଲିଚାଲି ଯାଉଛନ୍ତି । ଏହି ସମୟରେ ସେମାନେ ରାସ୍ତାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଧ୍ୟପ୍ରଦେଶର ସତନା ଜିଲ୍ଲାର ଉଚେରାର ଜଣେ ଗର୍ଭବତୀ ମହିଳା ରାସ୍ତାରେ ବହୁତ କଷ୍ଟଦାୟକ ଅବସ୍ଥାରେ ଏକ ସନ୍ତାନ ଜନ୍ମ…

ଦୁଇ ସପ୍ତାହ ପାଇଁ ବଢିଲା ଲକଡାଉନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି । ସମଗ୍ର ଦେଶରେ କରୋନା ମହାମାରୀ ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ ଡାଉନ ଜାରି କରାଯାଇଥିଲା । ଏହି ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩…

ଆଜି ୫ଜିଲ୍ଲା ସହ ୧୧ସହରରେ ତାଲାବନ୍ଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍‌-ଡାଉନର ଆଜି ଦ୍ବିତୀୟ ଦିନ। ଆଜି ବି ରାଜ୍ୟର ୫ଟି ଜିଲ୍ଲା ସମେତ ୧୧ଟି ସହରରେ ତାଲାବନ୍ଦୀ ଦେଖିବାକୁ ମିଳିଛି। ତେବେ ଅତ୍ୟାବଶ୍ୟକ ସେବା ଲାଗି ଲୋକେ ଘରୁ ବାହାରୁଥିବାର ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକ ସହରରେ ସାମାନ୍ୟ ଗାଡି ଚାଲୁଛି । ଖୋର୍ଦ୍ଧା,…

ଲକ୍‌ଡାଉନ୍ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ଟାଉନ୍‌କୁ ଲକ୍ ଡାଉନ୍ ଘୋଷଣା କଲେ ନବୀନ। ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ତଥା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ…