Browsing Tag

lingaraj

ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ ଖୁବଶିଘ୍ର ମା’ ସମଲେଶ୍ୱରୀରେ ଲାଗୁ ହେବ ଏହି ନିୟମ

ମନ୍ଦିରର ସ୍ବଚ୍ଛତାକୁ ନେଇ ଏବେ ତତ୍ପରତା ଦେଖାଇଛନ୍ତି ରାଜ୍ୟସରକାର । ପ୍ରଥମେ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ପରେ ଏବେ ସମ୍ବଲପୁରର ମାଆ ସମଲେଶ୍ୱରୀ ମନ୍ଦିରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ଚାଲିଛି ଅଭିଯାନ । ପୂର୍ବରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା ଉପରେ କଟକଣା…

ପୁଣି ସାରୁକିଆରିରେ ଅଟକିଲା ରୁକୁଣା ରଥ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଦ୍ୱିତୀୟ ଦିନରେ ମଧ୍ୟ ରାମେଶ୍ୱର ମନ୍ଦିର ପହଞ୍ଚ ପାରିନି । ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର, ଦେବୀ ରୁକ୍ମିଣୀ ଏବଂ ବାସୁଦେବ ରଥାରୂଢ଼ ହୋଇ ରାମେଶ୍ୱର ମନ୍ଦିର ଅଭିମୁଖେ ୫ଦିନର ଯାତ୍ରା ଆରମ୍ଭ କରିଛନ୍ତି । ତେବେ ପ୍ରଥମ ଦିନରେ ରଥ…

ଲିଙ୍ଗରାଜ ମନ୍ଦିରରେ ଏଏସଆଇ ଟିମ୍, ଗର୍ଭଗୃହରେ ପାଣି ଗଳିବା ଘଟଣାର କରୁଛି ଅନୁଧ୍ୟାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲିଙ୍ଗରାଜ ମନ୍ଦିରରେ ଏଏସଆଇ ଟିମର ଅନୁଧ୍ୟାନ । ମନ୍ଦିର ସିଂହଦ୍ବାର କବାଟ ମରାମତି, ଗର୍ଭଗୃହରେ ପାଣି ଗଳିବା ଘଟଣାରେ ଏଏସଆଇ ଟିମ୍ ଅନୁଧ୍ୟାନ କରୁଛି । ଅନେକ ସମୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର କବାଟ ମରାମତି ଓ ବର୍ଷା ଦିନେ ଗର୍ଭଗୃହରେ ପାଣି ଗଳୁଥିବା ନେଇ…

ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକ, ରାତି ୧୦ଟାରେ ଉଠିବ ମହାଦୀପ

ଓଡିଶା ଫାଷ୍ଟ( ବ୍ୟୁରୋ):ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମହାଶିବରାତ୍ରି ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟବୋର୍ଡର ସମସ୍ତ ସଦସ୍ୟ…