ଖରାଦିନେ ଖାଆନ୍ତୁ ଲିମ୍ବ କଢ଼,ପାଇବେ ଅଦ୍ଭୂତ ଲାଭ
ଗରମ ଦିନ ଆସିଲା ମାତ୍ରକେ ଆମେ ଦେଖିଥାଉ ଚାରିଆଡେ ଲିମ୍ବ ଫୁଲ ର ମହକରେ ମହକି ଉଠିଥାଏ l ଲିମ୍ବ ଗୋଟିଏ ଏପରି ବୃକ୍ଷ ଯାହାର ମଞ୍ଜି, ଫୁଲ, ପତ୍ର ସବୁକିଛି କାମରେ ଲାଗିଥାଏ l ଭାରତୀୟ ଆୟୁର୍ବେଦ ଅନୁସାରେ ଲିମ୍ବ ଦ୍ୱାରା କାଶ, ଜ୍ୱର, ଭୋକ ନଲାଗିବା, ବିଭିନ୍ନ ଚର୍ମ ଜନିତ ସଂକ୍ରମଣ , କଫ,…