୪ରୁ ଲଘୁଚାପ
ଜୁଲାଇ ୪ରୁ ରାଜ୍ୟର ଉତ୍ତର ଓଡିଶା ଏବଂ ତତସଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସୂଚନା ମିଳିଛି । ଏଥିସହ ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବରେ ୩ ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏପରି ବର୍ଷା ଆଗାମୀ ୫ ଦିନ…