Browsing Tag

Lifestyle

ସୂର୍ଯ୍ୟ ଦେବଙ୍କୁ ଏପରି ଜଳ ଅର୍ପଣ ବେଳେ ସାବଧାନ; କରନ୍ତୁ ନାହିଁ ଏହି ଭୁଲ୍

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହିନ୍ଦୁ ଧର୍ମ ଅନୁସାରେ ପଞ୍ଚଦେବ ମଧ୍ୟରୁ ଭଗବାନ ସୂର୍ଯ୍ୟ ଦେବଙ୍କୁ ପ୍ରଥମ ସ୍ଥାନ ଦିଆଜାଇ ଅଛି କାରଣ ସୂର୍ଯ୍ୟ ଦେବ ପୃଥିବୀରେ ସାକ୍ଷାତ ଦର୍ଶନ ଦେଇଥାନ୍ତି, ଅର୍ଥାତ୍ ଜୀବନ ଯାପନ କରିବା ପାଇଁ ସୂର୍ଯ୍ୟ ଦେବ ଅତ୍ୟନ୍ତ…

କାର୍ଯ୍ୟ ସିଦ୍ଧି ପାଇଁ କେଉଁ ବାରରେ କଣ କରିବେ ଜାଣନ୍ତୁ

କୌଣସି ଶୁଭ କାର୍ଯ୍ୟରେ ବାହାରକୁ ଯିବା ସମରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ । ଏହାସହ କାର୍ଯ୍ୟ ସିଦ୍ଧି ପାଇଁ ବିଶେଷ ଉପାୟମାନ ଘର ମାନଙ୍କରେ ଆପଣା ଯାଇଥାଏ। ଯେପରି ଦହି ଚିନି ଖଇକି ଯିବା ଶୁଭ ହୋଇଥାଏ ବୋଲି କୁହାଯାଏ, ସେପରି ପୂର୍ଣ୍ଣ ପାଣି ପତ୍ର ଦେଖିବା ଆଦି। ତେବେ…

ବୁଧ ଦେବଙ୍କର ଏହି ରାଶି ଉପରେ ରହିଥାଏ ବିଷେଶ କୃପା

ଆଜି ଆମେ ସେହି ଗ୍ରହମାନଙ୍କ ମଧ୍ୟରୁ ବୁଧ ଗ୍ରହ ବିଷୟରେ କହୁଛୁ । ବୁଧ ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଜକୁମାର କୁହାଯାଏ । ବୁଧକୁ , ବୁଦ୍ଧି, ବାଣୀ ଏବଂ ବ୍ୟବସାୟର କାରକ ଭାବରେ ବିବେଚନା କରାଯାଏ । କିନ୍ତୁ ବୁଧ ଗ୍ରହ ମିଥୁନ ଏବଂ କନ୍ୟା ରାଶି ଉପରେ ନିଜର ଆଧିପତ୍ୟ ବିସ୍ତାର…

ଜନ୍ମ ବାର ଅନୁସାରେ ଜାଣନ୍ତୁ ବ୍ୟକ୍ତିର ଲକ୍ଷଣ

ବିଶ୍ବାସ କରାଯାଏ ଯେ ବ୍ୟକ୍ତିର ରାଶି, ଗ୍ରହ ଓ ନକ୍ଷତ୍ର ତାର ବ୍ୟକ୍ତିତ୍ବ ଏବଂ ସ୍ଵଭାବ ବିଷୟରେ ଜାଣିଇ ଥାଏ । ଏହାସହ ଜନ୍ମ ଦିନ,ସମୟ ଓ ତାରିଖ ମଧ୍ୟ ବ୍ୟକ୍ତିର ଗୁଣ ଓ ଚରିତ୍ର କିପରି ହେବ ଜଣାଇ ଥାଏ। ଆଜି ଆମେ ଆପଣଙ୍କୁ ବ୍ୟକ୍ତିଙ୍କ ଜନ୍ମ ବାର ଅନୁଯାଇ ସେମାନଙ୍କର ଲକ୍ଷଣ ଗୁଡିକ ବିଷୟରେ…

ଏହି ମନ୍ଦିରରେ ଏବେ ବି ରହିଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକଳସ

ପ୍ରାୟ ସମସ୍ତେ ସମୁଦ୍ର ମନ୍ଥନର ପୌରାଣିକ କଥା ଏବଂ ଏଥିରୁ ଉତ୍ପନ୍ନ ଅମୃତକଳସ ବିଷୟରେ ଜାଣିଥିବେ। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ସମୁଦ୍ର ମନ୍ଥନ ପ୍ରକ୍ରିୟାକୁ ବ୍ରହ୍ମାଣ୍ଡର ସୃଷ୍ଟି ପାଇଁ ସଂଗଠିତ କରାଯାଇଥିଲା। ତେବେ କେହି କେହି ଏହାକୁ ସତ ନୁହେଁ କେବଳ କିମ୍ବଦନ୍ତୀ ବୋଲି…

ଘର ପାଖରୁ କେବେ ହାଣନ୍ତୁ ନାହିଁ ଏସବୁ ଗଛ, ଭୟଙ୍କର ବିପଦ ପଡ଼ି ପାରେ

ବାସ୍ତୁଶାସ୍ତ୍ର ଅନୁସାରେ ଆମ ପରିବେଶରେ ଅନେକ ଗଛଲତା ଅଛି ଯାହା ଆମ ପାଇଁ ବହୁତ ଶୁଭ ହୋଇଥାଏ ଏବଂ ତାହାକୁ ଆମ ଘରେ ଲଗାଇବା ଉଚିତ୍। ଏଥି ମଧ୍ୟରୁ କିଛି ଗଛ ଆମ ଘରର ଆଖପାଖରେ ଆପେ ଆପେ ଉଠି ଘରକୁ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିବାର ସଂକେତ ଦେଇଥାଏ। ଏପରି ଗଛ ଆମ ଘର ପାଖରେ ବା ବାଡ଼ିରେ…

ଅନ୍ତିମ ସଂସ୍କାରରେ କାହିଁକି ଦିଆଯାଏ ଏସବୁ

ବିଭିନ୍ନ ଧର୍ମର ଲୋକ ବାସ କରୁଥିବା ବେଳେ ସମସ୍ତ ଧର୍ମର ରୀତିନୀତି ଭିନ୍ନ ଭିନ୍ନ ରହିଥାଏ । ତେବେ ମୃତ୍ୟୁ ସମୟରେ ମଧ୍ୟ ଲୋକମାନେ ଭିନ୍ନ ଭିନ୍ନ ରୀତିନୀତି ପାଳନ କରୁଥିବାର ଦେଖିବାକୁ ମିଳେ। ସେହିଭଳି ଏକ ପରମ୍ପରା ହିନ୍ଦୁ ଧର୍ମରେ ରହିଛି ଯାହାକୁ ବହୁ କାଳରୁ ପାଳନ କରାଯାଉଛି। ଏହି ପରମ୍ପରା…

ଆସିଗଲା ଖରା, ନିଜକୁ ଫିଟ୍ ରଖିବା ପାଇଁ ଏମିତି କରନ୍ତୁ ପ୍ରସ୍ତୁତି

ଶୀତ ଋତୁରେ, ଅଧିକାଂଶ ଲୋକ ଅଳସୁଆ ହୋଇଥାନ୍ତି ଏବଂ ଏହି କାରଣରୁ, ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇ ପାରନ୍ତି ନାହିଁ। ହେଲେ ଏବେ ଗ୍ରୀଷ୍ମ ଋତୁ ପ୍ରବେଶ କରିଥିବା ବେଳେ ଶରୀରକୁ ସ୍ଵତନ୍ତ୍ର ଧ୍ୟାନର ଆବଶ୍ୟକତା ରହିଛି। ଗ୍ରୀଷ୍ମ ଋତୁରେ ଆପଣ କିପରି ନିଜ ଶରୀରକୁ…

ହୋଲିର ଗୋଟିଏ ଦିନ ପୂର୍ବରୁ କରନ୍ତୁ ଏହି କାମ, ଘରେ ଭରିଯିବ ସୁଖ ସମୃଦ୍ଧି

ରଙ୍ଗର ପର୍ବ ହୋଲି ଖୁବ୍ ଧୁମାଧାମରେ ପାଳନ କରାଯାଏ । ଦୁଇ ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଇଥାଏ ହୋଲିକା ଦହନ୍ । ଯାହାକୁ ଅନେକ ସ୍ଥାନରେ ଛୋଟି ହୋଲି ମଧ୍ୟ କୁହାଯାଏ । ଏହି ଦିନ ଲୋକମାନେ ହୋଲିକାଙ୍କୁ ପୂଜା କରନ୍ତି । ଚଳିତ ଥର ହୋଲି ପର୍ବ…

ଏମିତି ଲୋକଙ୍କ ଠାରୁ ଆଜି ହିଁ ଦୂରେଇ ଯାଆନ୍ତୁ, କେବେ ବି ଆପଣଙ୍କୁ ଦେଇ ପାରନ୍ତି ଧୋକା

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ…