ଆଲକୋହଲ ନେବା ପରେ ଶରୀରରେ କଣ ହୋଇଥାଏ ?
ଯୁଗ ସହ ତାଳଦେଇ ମଣିଷ ଏବେ ବହୁଆଗରେ । ହେଲେ କଥା ହେଉଛି ଉର୍ଦ୍ଧ୍ୱଗାମୀ ତ ହେଉଛି ହେଲେ ଅର୍ଦ୍ଧ୍ୱଗାମୀ ହେଲେ କଣ କରାଯାଇପାରିବ । ବିଶେଷକରି ଆପଣ ମାନେ ଦେଖିଥିବେ ଆଜିକାଲି ଯେମିତି ଆଲକହଲ ନେବା ଟ୍ରେଣ୍ଡ । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ଜାଣି ବି କେହି କେହି ମସ୍ତି ପାଇଁ କେହି…