ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ, ଏହା ପଛର ସତ୍ୟତା ଆସନ୍ତୁ ଜାଣିବା
ଭାରତରେ ସାଧାରଣତଃ ଏକ ଅନ୍ଧବିଶ୍ୱାସ ରହିଛି ଯେ ଯଦି ବିଲେଇ ତୁମ ରାସ୍ତା କାଟିକି ଯାଏ , ବା ରାସ୍ତାରେ ଯାଉଥିବା ସମୟରେ ତୁମ ସାମ୍ନାରେ ଅତିକ୍ରମ କରେ ତେବେ ଏହା ଏକ ଖରାପ ବା ଅଶୁଭ । କୁହାଯାଏ, ବିଲେଇ ରାସ୍ତା କାଟିବା ଦ୍ୱାରା ଅଶୁଭ ସଙ୍କେତ ମିଳିଥାଏ ବା ଆଗକୁ କିଛି ଖରାପ ହେବାର ଅଛି ବୋଲି…