ପିଲାଙ୍କ ପାଇଁ କଫ ସିରପ କେତେ ସୁରକ୍ଷିତ, କ’ଣ କହୁଛନ୍ତି ବିଶେଷଜ୍ଞ ଆସନ୍ତୁ ଜାଣିବା
ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି। ଗାମ୍ବିଆରେ କଫ ସିରପରୁ ୬୬ଜଣ ପିଲାଙ୍କ ମୃତ୍ୟୁ ଘଟିଛି।
ଦିଲ୍ଲୀର…