Browsing Tag
lekhashree
ଜାଗା ମିଶନକୁ ନେଇ ଭୁଲ ତଥ୍ୟ ଦେଇଛନ୍ତି ସରକାର, ଜମି ପଟ୍ଟା ନାଁରେ ଦେଇଛନ୍ତି ଖଣ୍ଡେ କାଗଜ : ଲେଖାଶ୍ରୀ
ଓଡିଶାର ସରକାରଙ୍କ ଜାଗା ମିଶନକୁ ଓ୍ୱାର୍ଲ୍ଡ ହାବିଟାଟ୍ ଆଓ୍ୱାର୍ଡ ମିଳିଥିବା ସରକାର ଦାବି କରୁଥିବା ପ୍ରସଙ୍ଗରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ନିକଟରେ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ କରିଛନ୍ତି, “ଓ୍ୱାର୍ଲ୍ଡ ହାବିଟାଟ୍ ଆଓ୍ୱାର୍ଡ ପୁରସ୍କାରର ଓ୍ୱିନର ଓଡିଶା’ ।…