ଭାଙ୍ଗିଲା ୫ ଜଣିଆ ଖଣ୍ଡପୀଠ, ପୁଣି ଅଟକିଲା ଅଯୋଧ୍ୟା ମାମଲାର ଶୁଣାଣି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାମମନ୍ଦିରକୁ ନେଇ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି କରିବାକୁ ଥିଲା । କିନ୍ତୁ ୫ଜଣିଆ ଖଣ୍ଡପୀଠରୁ ବିଚାରପତି ୟୁ.ୟୁ.ଲଲିତ ବାହାରି ଯିବାରୁ ଶୁଣାଣି ପୁଣି ଅଟକି ରହିଛି । ଗୁରୁବାର ରାମଜନ୍ମଭୂମିରେ ବାବାରୀ ମସଜିଦ ନିର୍ମାଣ ମାମଲାର ଶୀଘ୍ର…