ଶଂଖାସୁରର ଆଚରଣ ଛାଡ଼ନ୍ତୁ, ଢ଼ିଙ୍କିଆବାସୀଙ୍କ ଉପରେ ଆକ୍ରମଣ କରିଥିବା ଦୋଷୀଙ୍କୁ ବାନ୍ଧନ୍ତୁ ନବୀନ: କଂଗ୍ରେସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳବଳ କୌଶଳ ପ୍ରୟୋଗ କରି ସ୍ୱାର୍ଥହାସଲ ପରେ ଲୁଚିଯିବା ଶଂଖାସୁର ପ୍ରକୃତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ କଳବଳ କୌଶଳ ଖଟାଇ ଭୋଟ ହାତେଇ ନେଲାପରେ ନବୀନ ନିବାସରେ ତାଟି କବାଟ ପକାଇ ଲୁଚି ଯାଇ ଶଂଖାସୁରର ଆଚରଣକୁ ଅନୁସରଣ କରୁଛନ୍ତି ବୋଲି କଂଗ୍ରେସ ଦଳ ତରଫରୁ…