Browsing Tag

Laxmisagar

ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ ଓ ସ୍ପେସିଆଲ ସ୍କ୍ୱାର୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ଷ୍ମୀସାଗର ପୋଲିସ ଓ ସ୍ପେସିଆଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରି ଦୁଇ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି । ସୂଚନା ଅନୁଯାୟୀ, ଅନେକ ଦିନରୁ ଚୋରା ବନ୍ଧୁକ ବ୍ୟବସାୟ…

ବାରମ୍ବାର ଚଢ଼ାଉ ପରେ ମଧ୍ୟ କମୁ ନାହିଁ ନିଶା ବେପାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଯେତେ ଚଢ଼ାଉ ହେଲେ ଜବତ ହେବା ବନ୍ଦ ହେବାର ନାଁ ଧରୁନାହିଁ । ଆଜି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଭୁବନେଶ୍ୱର ଲଷ୍ମୀସାଗର ଥାନା ଅଧିନସ୍ଥ ହଳଦୀ ପଡିଆ ବସ୍ତିରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ…

ଭୁବନେଶ୍ୱରର ୪ ପ୍ରମୁଖ ସ୍ଥାନରୁ ଜବତ ହେଲା ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଅଫିମ ଓ ଗଞ୍ଜେଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କଟକ ଫ୍ଲାଇଙ୍ଗ ସ୍କ୍ୱାଡ଼ ଓ ଅବକାରୀ ବିଭାଗ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩, ୟୁନିଟ-୪, ବୁଦ୍ଧେଶ୍ୱରୀ ଓ ବାଲିଅନ୍ତା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ କରିଛି । ଜବତ ହୋଇଥିବା ନିଶାଦ୍ରବ୍ୟ ରେ ୧୬ କେଜି ଅଫିମ ଓ ଏକ କୁଇଣ୍ଟାଲ ଗଞ୍ଜେଇ…

ହଳଦୀ ପଡିଆ ବସ୍ତିରେ କାୟା ବିସ୍ତାର କରି ଚାଲିଛି ଡ୍ରଗ୍ସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଶା ବ୍ୟବସାୟୀ ଭୁବନେଶ୍ୱର ର ହଳଦୀପଡ଼ିଆ କୁ ନିଶା କାରବାର ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି । କାରଣ ଏଠାରେ ନିଶା ବ୍ୟବସାୟୀ ଙ୍କୁ ରୋକିବାରେ ଲଷ୍ମୀସାଗର ପୋଲିସ ଫେଲ ମାରିଛି । ଆଜି ଅବକାରୀ ବିଭାଗ ପକ୍ଷରୁ ହଳଦୀପଡ଼ିଆ କେଉଟସାହିରେ ଚଢ଼ଉ କରାଯାଇଥିଲା ।…

ପ୍ରଥମ ପ୍ରେମିକ କୁ ପୁରୁଷ ବନ୍ଧୁ ସହ ମିଶି ତଣ୍ଟି ଚିପି ହତ୍ୟା କଲେ ପ୍ରେମିକା

ଓଡିଶା ଫାଷ୍ଟ(ବ୍ୟୁରୋ): ପ୍ରେମ କୁ ସାର୍ଥକ କରିବାପାଇଁ ପ୍ରେମୀ ଯୁଗଳ ସମସ୍ତ ବାଧା ବିଘ୍ନ କୁ ପାର କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ମାତ୍ର ଯେତେବେଳେ ପ୍ରେମ ସ୍ୱାର୍ଥପର ପାଲଟିଯାଏ ସେତେବେଳେ ସେ କରିବସେ ଜଘନ୍ୟ କାଣ୍ଡ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ବୁଦ୍ଧନଗର…

ସମ୍ପତ୍ତି ଆଗରେ ମାତୃତ୍ବ ତୁଚ୍ଛ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମ୍ପତ୍ତି ଲୋଭର ବଶବର୍ତ୍ତୀ ହୋଇ ପୁଅ , ମା' କୁ ଛାତରୁ ଠେଲି ମାରିବାକୁ ଉଦ୍ୟମ କରିଛି। ଯେଉଁ ମା' ର ଦିନେ ସେ ଆଖିର ତାରା ହୋଇଥିଲା ଆଜି ସେଇ ମା' କୁ ତା ରାସ୍ତାର କଣ୍ଟା ଭାବି ଏଭଳି ଜଘନ୍ୟ ଅପରାଧ କରିବାକୁ ସେ ତିଳେହେଁ ପଛଘୁଞ୍ଚା ଦେଲାନାହିଁ। ଏ ଘଟଣାଟି ଗତ ୩…

You cannot copy content of this page