ଗୁରୁବାର ଦିନ ମାତା ଲଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଧୂପରେ ଅର୍ପଣ କରନ୍ତୁ ଏହିସବୁ ଜିନିଷ, ମିଳିବ ମାଙ୍କ କୃପା
ଗୁରୁବାର ଦିନଟି ମାତା ଲକ୍ଷ୍ମୀଙ୍କୁ ସମର୍ପଣ ହୋଇଥାଏ l ଏହିଦିନ ଅନ୍ୟଦିନ ଅପେକ୍ଷା ଲକ୍ଷ୍ମୀଙ୍କ ର ବିଶେଷ ପୂଜା ବିଧି କରାଯାଇ ଥାଏ l କାରଣ ମାନ୍ୟତା ରହିଛି ଯେ ଲକ୍ଷ୍ମୀଙ୍କୁ ଗୁରୁବାରଦିନ ପୂଜା କରିବା ଦ୍ୱାରା ଧନ ର ଅଭାବ ରହିନଥାଏ l ପ୍ରତି ଗୁରୁବାରରେ ଲକ୍ଷ୍ମୀଙ୍କ ନିକଟରେ ପଦ୍ମ ଫୁଲ,…