ସକାଳୁ ଉଠି ଏହି କାମ କଲେ ମା’ ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ
ହିନ୍ଦୁଧର୍ମ ଅନୁସାରେ ସକାଳ ସମୟକୁ ସର୍ବୋତ୍ତମ ଓ ପବିତ୍ର ମାନା ଯାଇଥାଏ। ତେଣୁ ସକାଳ ସମୟରେ ଦେବୀ ଓ ଦେବତା ମାନଙ୍କର ପୂଜାର୍ଚ୍ଚନା କରିବାର ବିଧି ରହିଛି। ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ସକାଳ ସମୟରେ ଜଳ ଅର୍ପଣ କରାଯାଇଥାଏ।ଘରର ସଫେଇ କାର୍ଯ୍ୟ ସକାଳ ସମୟରେ ହିଁ କରିବା ଉଚିତ। କାରଣ ସକାଳୁ…