ଅପରାଧୀକୁ ଧରିବା ପାଇଁ ପ୍ରେମିକା ସାଜିଲେ ମହିଳା ପୁଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜର କର୍ମ ପ୍ରତି ନିଷ୍ଠାଥିଲେ କୌଣସି କାମ ଅସଫଳ ହୁଏନି । ଅପରାଧୀକୁ ଧରିବା ପାଇଁ ପୁଲିସ ବିଭିନ୍ନ ଉପାୟ ଚିନ୍ତା କରେ । ତେବେ ମଧ୍ୟପ୍ରଦେଶର ଜଣେ ମହିଳା ପୁଲିସ ଜଣେ ମୋଷ୍ଟ୍ ୱାଣ୍ଟେଡ୍ ଅପରାଧୀଙ୍କୁ ଗିରଫ କରିବା ପାଇଁ ତାଙ୍କ ପ୍ରେମିକା ସାଜିଥିଲେ ।…