Browsing Tag

lady dead

ଯୌତୁକ ଜୁଇରେ ଜଳିଗଲେ ଲିଜା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଯୌତୁକ ଜୁଇରେ ପୋଡି ହେଲା ନବ ବଧୂ। ଏ ସଭ୍ୟ ସମାଜରେ ଯୌତୁକ ଭଳି କୁସଂସ୍କାର ଏବେ ବି ନିଜର ପତିଆରା ଜମେଇ ରଖିଛି। ଯୌତୁକ ନେବା ଓ ଦେବା ଉଭୟ ଆଇନତ ଅପରାଧ। ସଚେତନତା ସାଙ୍ଗକୁ ଏଥିପ୍ରତି କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ଥିବା ବେଳେ ଅନେକ ଝିଅ ଶାଶୁଘର ଏଥିପାଇଁ…