Browsing Tag

Krushi bhawan inagurated

ଉଦଘାଟିତ ହେଲା କୃଷି ଭବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱର ଠାରେ 'କୃଷି ଭବନ' ର ଉଦଘାଟନ କରିଛନ୍ତି । ଏହି କୃଷି ଭବନ ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ତିନୋଟି ବିଭାଗ କାର୍ଯ୍ୟ କରିବ । ୮୦ ବର୍ଗଫୁଟରେ ନିର୍ମିତ ହୋଇଥିବା ଏହି କୃଷି ଭବନରେ କୃଷି ଓ ଖାଦ୍ୟ…