ପ୍ରତି ପଞ୍ଚାୟତରେ କୋଭିଡ ଗୃହ, ନିଯୁକ୍ତ ହେବେ ୭ ହଜାର ସ୍ୱାସ୍ଥ୍ୟ କର୍ମୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ଭାବରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ପାଇଁ ପ୍ରତି ପଞ୍ଚାୟତରେ କୋଭିଡ କେୟାର ଗୃହ ପ୍ରତିଷ୍ଟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କୋଭିଡ କେୟାର ଗୃହର ପରିଚାଳନା ପାଇଁ…