କମିଲା ସୁନା ଦାମ, ଜଣାନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଲା ସୁନା ଦାମ । ୪୫୦ ଟଙ୍କା ପ୍ରତି ଗ୍ରାମ ଦାମ କମିଥିବା ସୂଚନା ମିଳିଛି । ସୁନା ଦର କମିବା ପରେ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୨୦୦ ଟଙ୍କା ରହିଛି।…