ଆଣ୍ଟୁ ଓ କହୁଣିରୁ ଅତି ସହଜରେ ଦୁର କରନ୍ତୁ ଏମିତି କଳା ଦାଗ
ଆଣ୍ଠୁ କଳା ପଡିବା ଏକ ସାଧାରଣ ସମସ୍ୟା, ବେଳେବେଳେ ଆଣ୍ଠୁ କଳା ପଡିବା ଆପଣଙ୍କୁ କୈଣସି ବି ପୋଶାକ ପିନ୍ଧିବାରେ ଅସୁବିଧା ସୃଷ୍ଟି କରେ | ତଥାପି, ଘରୋଇ ଉପଚାରର ନିୟମିତ ବ୍ୟବହାର କରି ଆଣ୍ଠୁ ର ଏହି କଳା ଦାଗକୁ ମଧ୍ୟ ଦୂର କରିପାରେ | ତେବେ ଆସନ୍ତୁ ଜାଣିବା ଘରେ ଲକଡାଉନରେ ରହି ଆଣ୍ଠୁ ର କଳା…