ରୋଷେଇ ଘରୁ ଖାଲି କରୁଛନ୍ତି କି ଏହିସବୁ ଜିନିଷ, ହୋଇଯାଆନ୍ତୁ ସାବଧାନ
ସୁଖସମୃଦ୍ଧିର ସମ୍ପର୍କ ରୋଷେଇ ଘର ସହିତ ଅଛି । ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ କରନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷ କେବେ ଖାଲି ହେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ମା’ ଅନ୍ନପୂର୍ଣ୍ଣାଙ୍କ କୋପଦୃଷ୍ଟି…